ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋଚାପଡ଼ା ସ୍ଥିତ ପାଣିମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ପହଞ୍ଚାଇଲେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ। ରବିବାର ଅପରାହ୍ନରେ ଉକ୍ତ ରାସ୍ତାରେ ଯିବା ସମୟରେ ଘଟିଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାନୁଭୂତି ଜଣାଇଛନ୍ତି ସାଂସଦ ଶ୍ରୀ ପାଣିଗ୍ରାହୀ।