ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର କୁକୁଡାଖଣ୍ଡି ଠାରେ ଧାନମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି ଧାନମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ଅ।ଜି ଦିନ 10 ଘଣ୍ଟ ସମୟରେ ହୋଇଯାଇଥିବାର ଖବର ମିଳିଥିବା ବେଳେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ । ଏହି ଧାନମଣ୍ଡି ମାଧ୍ୟମରେ ଚାଷୀ ମାନେ କିଭଳି ଭାବରେ ସହଜରେ ଧାନ ଦେଇ ଚାଷୀ ମାନେ କିଭଳି ଲାଭବାନ ହୋଇପାରିବେ ସେ ନେଇ ଅ।ଲୋକପାତ ହୋଇଥିଲା ।