ଧାନ ଗୋଦାରେ ଲାଗିଲା ନିଆଁ l ଆୟୋତ କଲେ ଗ୍ରାମବାସୀ l ଏଭଳି ଚିତ୍ର ଆଜି ଅପରାହ୍ନ ଚାରିଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକର ପଂଚାୟତର ଡ଼ଙ୍ଗାଧlରା ଗାଁ ରେ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ, ଗାଁ ର ଚାଷୀ ରମେଶ ଗଲରୀ ନିଜ ନିଜ ଚାରି ଏକର ଜମିରେ ଧାନ ଅମଳ କାରି ଖୋଳା ରେ ଗଦା କାରି ରଖିଥିବା ବେଳେ କୌଣସି କାରଣ ବଶତଃ ଧାନ ଗଦା ରେ ନିଆଁ ଲାଗିଯାଇଥିଲା l ଖବର ପାଇଁ ଧାନ ମାଲିକ ସମତ ସ୍ଥାନୀୟ ସରପଞ୍ଚ ରାଜଖିଲ, ମହୁଲି ସମିତି ସଭ୍ୟ ଭକ୍ତ ହରିଜନ, ବିଜେପି କର୍ମୀ ଜଗତ ଆମାଲ ଏବଂ ଗ୍ରାମବାସୀ ସମସ୍ତେ ମିଶି ନିଆଁ କୁ ଆୟୋତ କରିଥିଲେ l