ଖଲ୍ଲିକୋଟ୍: ବେଆଇନ ଭାବେ ଗାଡ଼ି ଚାଲାଣ କାଟିବା କୁ ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ, ଥାନା ପରିସରରେ ପ୍ରତିକ୍ରିୟା ରଖିଲେ ରାଜୀବ ଖାଡଙ୍ଗା
ବେଆଇନ ଭାବେ ଗାଡ଼ି ଚାଲାଣ କାଟିବା କୁ ନେଇ ଆଜି ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ତଥା ସାମ୍ବାଦିକ ରାଜୀବ ଖାଡଙ୍ଗା । ତେବେ ଏ ସମ୍ପର୍କରେ ଆଜି ଦିନ ପ୍ରାୟ ସାଢ଼େ ୧୨ ଟା ସମୟରେ ଥାନା ପରିସରରେ ପ୍ରତିକ୍ରିୟା ରଖିଛନ୍ତି ରାଜୀବ ଖାଡଙ୍ଗା ।