ଫେବୃଆରୀ ୫ ତାରିଖ ଭୋର ୫ଟାରେ ଏକ ପରିବା ଲଦା ହୋଇଥିବା, ପିକଅପ ଭ୍ୟାନ ନମ୍ବର OD 14AG 2240 ରାଉରକେଲା ଅଭିମୁଖେ ଆସୁଥିବା ବେଳେ, ଭ୍ୟାନ ସମ୍ମୁଖରେ ଯାଉଥିବା ଡମ୍ଫରର ପଛ ପଟୁ ଧକା ଦେଇଥିଲା, ଡମ୍ଫର ତ ଆଗେ ଆଗେ ଚାଲି ଗଲା, କିନ୍ତୁ ପିକଅପ ଭ୍ୟାନରେ ଲଦାହୋଇଥିବା ପାରିଵା ଗୁଡିକ ହଠାତ ଭ୍ୟାନ ଅଟକି ଯିବାରୁ, କେବିନକୁ ପରିବା ଗୁଡିକ ଜୋରଦାର ଝଟକା ଦେବା ଫଳରେ, କେବିନ ଟି ଜୋରଦାର ଭାବେ ଚାପି ହୋଇଗଲା, ଫଳରେ ଡ୍ରାଇଭର ମଧ୍ୟ ଚାପୀହେବା ସହ ଛାତିରେ ଜୋରଦାର ମାଡ଼ ହୋଇଗଲା, ଏଣୁ ଡ୍ରାଇଭର କେବିନ ବାହାରକୁ ବାହାରି ପାରିଲା ନାହିଁ, ଖବର ପାଇ ଦମକଳ ବାହିନୀ ଟିମ ପହଞ୍ଚି, କେବବାହାରକୁ