ଭଞ୍ଜନଗର: ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା କୁଲାଗଡ ଗାଁ ନିକଟରେ ଏକ ପିକାଅ।ପ ଭ୍ୟାନ ଧକ୍କା ହୋଇଛି ।
ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା କୁଲାଗଡ ଗାଁ ନିକଟରେ ଏକ ପିକାଅ।ପ ଭ୍ୟାନ ଧକ୍କା ହୋଇଛି । ଏତି ଧକ୍କାରେ 5 ବର୍ଷର ନାବାଳିକା ଜଣେ ଗୁରୁତ୍ଵର ହୋଇଥିବାର ଖବର ମିଳିଛି । ଘଟଣା ଟି ଅ।ଜି ରାତ୍ର 8 ଘଣ୍ଟ ସମୟରେ ଘଟିଥିବାର ଖବର ମିଳିଛି । ତେବେ ଦୁର୍ଘଟଣା ପରେ ଗାଡି ଟି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପ୍ରଶାସନ ଗୋଡାଇ ଧରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।