ପାଲଲହଡା: ତାଳଚେରରେ ନଗର କାର୍ତ୍ତିକେଶ୍ୱର ପୂଜା କମିଟି ତରଫରୁ ପୁରସ୍କାର ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମଙ୍ଗଳବାର ରାତି ୯ଘଟିକା ସମୟରେ ତାଳଚେର ବଡଦାଣ୍ଡ ସହି ଠାରେ ନଗର କାର୍ତ୍ତିକେଶ୍ୱର ପୂଜା କମିଟି ତରଫରୁ ପୁରସ୍କାର ବିତରଣୀ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ପୋୖର ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ପୂଜାକମିଟିର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।