ଭଦ୍ରକ ଗ୍ରାମାଞ୍ଚଳ: ଗଞ୍ଜେଇ କାରବାର ପାଇଁ ବେତଡାରେ ମୁଲଚାଲ ବେଳେ ମାଡି ବସିଲାବାସୁଦେବପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ପ୍ରତିକ୍ରିୟା
ବୁଧବାର ରାତି ୧୧ରେ ବୁଧବାର ଚୋରା ଗଞ୍ଜେଇ କାରବାର ହେଉଥିବା ସମୟରେ ଖବରପାଇ ବାସୁଦେବପୁର ପୋଲିସ ବିଷେଷ ସୁତ୍ରରୁ ଖବରପାଇ ଠାରେ ଚାଲିଥିବା କାରବାର ସମୟରେ ଚଢାଉ କରି କାରଭର୍ତ୍ତି ଗଞ୍ଜେଇ ଜବତ କରିଛି । ଏହି ଚଢାଉ ସମୟରେ ନଗଦ ପଚାଶ ହଜାର ଟଙ୍କା, ଏଟିଏମ କାର୍ଡ ଜବତ କରିଥିବା ସହ ପଶ୍ଚିମବଙ୍ଗ ଚବିଶପ୍ରଗଣା ବାସୁଦେବପୁର ଥାନା ଅଞ୍ଚଳର ତିନିଜଣକୁ ଗିରଫ କରିଥିବା ନେଇ ଆଜି ଅପରାହ୍ନ ୩ଟାରେ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀ ଅନୁଷ୍ଠିତ।