ପଦ୍ମପୁର: ପଦ୍ମପୁର ରେ ଐତିହାସିକ ଏକତା ପଦଯାତ୍ରା ଅନୁଷ୍ଠିତ
ଆଜି ଶୁକ୍ରବାର ସକାଳ 8 ଟା ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ସହର ଆର.ବି ହାଇସ୍କୁଲ ପଡିଆ ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ଉପଖଣ୍ଡ ସ୍ତରୀୟ ଐତିହାସିକ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରଗଡ଼ ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା, ପଦ୍ମପୁର sdpo, ପଦ୍ମଶ୍ରୀ ହଳଧର ନାଗ, ମୁଖ୍ୟ ବକ୍ତା ଭାବରେ ସୁଶାନ୍ତ ମିଶ୍ର ଯୋଗଦେଇଥିଲେ। ସ୍ଥାନୀୟ rb high school ପଡ଼ିଆ ଠାରୁ ବାହାରୁ ପଦଯାତ୍ରା ରେ ବାହାରି ଭେଉଁରିଆ ଛକ