Public App Logo
Jansamasya
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain
Trending

ଜଟଣୀ: ମଧୁସୂଦନ ନଗରରେ ଝିଅ ସହ ବିବାଦ ପାଇଁ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମା' ମୃତ

Jatani, Khordha | Jul 30, 2025
ଜଟଣୀ ମଧୁସୂଦନ ନଗରରେ ମା - ଝିଅ ବିବାଦରେ କିରୋସିନି ଢାଳି "ମା"ଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା | ଏମ୍ସରେ ପୀଡିତା "ମା" ମୃତ | ସେ ଆଜି ଦିନ 12 ଘଣ୍ଟିକା ସମୟରେ ମୃତ୍ୟୁ ବରଣ କରିଛନ୍ତି |