ତେଲକୋଇ: ଆକୁଳ ପଞ୍ଚାୟତ ବନବିହାରୀପୁର ଗାଁର ଅତି ଦୟନିୟ ଅବସ୍ଥାରେ ଜୁଆଙ୍ଗ ଜନଜାତିର ଦୁଇ ନିଷ୍ପାପ ଶିଶୁ । ଜେଜେ ମା' ଫୁଲମଣି (୭୦)ଙ୍କ ପାଖରେ
ଆକୁଳ ପଞ୍ଚାୟତ ବନବିହାରୀପୁର ଗାଁର ଅତି ଦୟନିୟ ଅବସ୍ଥାରେ ଜୁଆଙ୍ଗ ଜନଜାତିର ଦୁଇ ନିଷ୍ପାପ ଶିଶୁ । ଜେଜେ ମା' ଫୁଲମଣି (୭୦)ଙ୍କ ପାଖରେ ଶିଶୁଙ୍କ ଭବିଷ୍ୟତ ।ଦୁଇ ବର୍ଷ ପୂର୍ବେ ମା' କେଉଁଆଡ଼େ ପଳାଇ ଯାଇଥିବାରୁ ଅତି ଦୟନିୟ ଅବସ୍ଥାରେ ନାତି ବିଜୁ ବୟସ ପ୍ରାୟ ଅଢେଇ ବର୍ଷ ନାତୁଣୀ ସଙ୍ଗିତା ଚାରିବର୍ଷ ଦୁଇଜଣ ଫୁଲମଣି ପାଖରେ ରହୁଛନ୍ତି । ପୁଅ ପବିତ୍ର ସ୍ତ୍ରୀ କୁଆଡ଼େ ଚାଲିଗଲା ପରେ ଆଉ ଛୁଆଙ୍କୁ ନପଚାରିବାରୁ ଜେଜେ ମା'ଙ୍କ ପାଖରେ ରହି ଆସୁଛନ୍ତି ଦୁଇ ଶିଶୁ ।କେତେବେଳେ କେଉଁ ଗଛ ତଳେ ତ କେତେବେଳେ ଯାତ୍ରୀ ଆଶ୍ରୟ ସ୍ଥଳରେ , ନିଷ୍ପାପ ଶିଶୁମାନଙ୍କ ଥଇଥାନ ପାଇଁ ପ୍ରସାସନଙ୍କୁ ...