କାମାକ୍ଷାନଗର ଅବକାରୀ ବିଭାଗକୁ ବଡ଼ସଫଳତା ୬୦ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ କାମାକ୍ଷାନଗର ଅବକାରୀ ବିଭାଗକୁ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ମୁଣ୍ଡିଦେଉଳି ସାହିରେ ରେଡ ମାରିଥିଲା ଅବକାରୀ ଟିମ। ସେଠାରେ ଥିବା ଏକ ଭଡା ଘରୁ ୬୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହିତ ୨ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀ ଆକାଶ ସାହୁ ପ୍ରଥମେ ଧରିବା ପରେ ଘର ଭିତରେ ତଲାସି କରିଥିଲା ଅବକାରୀ ଟିମ।ସେଠାରୁ ୬୦ ଲକ୍ଷରୁ ଉର୍ଦ୍ଧ ବ୍ରାଉନ୍ ସୁଗାର ଜବତ କରିବା ସହ ଅଭିଯୁକ୍ତର ମାଆ ମମତା ସାହୁଙ୍କୁ ଅ