ବୀରମହାରାଜପୁର: ବୀରମହାରାଜପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ , ଯୋଗଦେଲେ ବିଧାୟକ
ବୀରମହାରାଜପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚତୁର୍ବିଂଶ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟା ୬ଟାରେ ଅନୁଷ୍ଠାନର ସଭାପତି କ୍ୟାବିନେଟ୍ ସୁର୍ଯ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ କୈଳାସ ଚନ୍ଦ୍ର ଚାନ୍ଦ ଯୋଗଦେଇ ଶିକ୍ଷା ବିନା ଦେଶ ଆଗକୁ ଯାଇ ପାରିବ ନାହିଁ ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ଅଭାବ ଅନାଟନରେ ମଧ୍ୟ ପାଠ ପଢ଼ିବାରେ ଅସୁବିଧା ରହେନାହିଁ ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ।ମଧ୍ୟରେ ପରିଚାଳନା କମିଟ