ବ୍ରହ୍ମଗିରି: ବ୍ରହ୍ମଗିରି ଠାରେ ଭୀମଭୋଇ ଭିର୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଶୁକ୍ରବାର ୯ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ବ୍ରହ୍ମଗିରି ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୦ଊର୍ଧ ଭିର୍ନକ୍ଷମ ମାନେ ନିଜର ଅକ୍ଷମତା ଷାଠିପିକେଟ ପାଇଁ ଆବେଦନ କରିଥିଲେ। ସେମାନଙ୍କୁ ଭିର୍ନକ୍ଷମ ପ୍ରମାଣପତ୍ର ଯୋଗାଇଦିଆ ଯାଇଛି। ଏହି କାର୍ଯ୍ୟାକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପଦକ୍ଷା ମାଳିନୀ ଦଳାଇ, ୨୮ ନଂ ଜୋନ ଜିଲ୍ଲାପରିଷଦ ସମେତ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ।