ଜୟପୁର: ଜୟପୁର ଦଶହରା ପଡ଼ିଆ ରେ ପୌରାଞ୍ଚଳସ୍ତରିୟ ପରବ ଉଦଯାପିତ
ଜୟପୁର ପୌରାଞ୍ଚଳସ୍ତରିୟ ପରବ ଆଜି ଉଦଯାପିତ ହୋଇଛି । ଦିନ 11ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ 2ଟାରେ ଶେଷ ହୋଇଛି l ଜୟପୁର ଦଶହରା ପଡିଆ ଠାରେ ଉଦଯାପିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଓ ଜୟପୁର ଉପ ଜିଲାପାଳ ତଥା ପୌର କାଯ୍ୟନିବାହୀ ଅଧିକାରି ଆକା ବରମ ସସ୍ୟା ରେଡ୍ଡି ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ବି ସୁନିତା, ଏସଡିପିଓ ପାର୍ଥ କଶ୍ୟପ, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟ ସାଚି ଜେନା ଅତିରିକ୍ତ ପୌର କାଯ୍ୟନିବାହୀ ଅଧିକାରି ପୁଜା ରାଉତ ଉପସ୍ଥିତ ଥିଲେ l