ଆଜି ମାର୍ଚ୍ଚ 8 ତାରିଖ ପୂର୍ବାହ୍ନ 11:40 ପାଖାପାଖି ସମୟରେ ଘଟିଛି ଏହି ଦୁଃଖଦ ସଡ଼କ ଦୁର୍ଘଟଣା। ଦୃତ ଗତିରେ ଏକ ଧଳା ରଙ୍ଗର ଏକ କାର OD -16D-3760 ନମ୍ବର ବିଶିଷ୍ଟ ବାଇକକୁ ଧକ୍କା ଦେଇ ଫେରାର ମାରିଥିବା ବେଳେ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଏଲ ଆଣ୍ଡ ଟି ରେସ୍କ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଏନ୍ ଟି ପି ସି ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲ ସୁନ୍ଦରଗଡକୁ ପଠାଇଛି। ଅପରପକ୍ଷେ ସଦର ଥାନା ପୋଲିସ, ସଦର ଏସ ଡି ପି ଓ ନିର୍ମଳ ମହାପାତ୍ର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ସ