ନର୍ଲା: ନର୍ଲା ସ୍ଥିତ ଜିତୁ କମ୍ପ୍ଲେକ୍ସ ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ କର୍ମୀ ସମ୍ମିଳନୀ ଯୋଗଦେଲେ ଲୋକସଭା ସାଂସଦ
ଆଜି ମଙ୍ଗଳ ବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ମଧ୍ୟରେ ନର୍ଲା ସ୍ଥିତ ଜିତୁ କମ୍ପ୍ଲେକ୍ସ ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗ ଦେଇଥିଲେ ଏଵଂ କର୍ମି ସମ୍ବିଲାନୀ କରିଥିଲେ ଏହି ଆଲୋଚନା ରେ ନର୍ଲା ରୋଡ ଷ୍ଟେସନ୍ ଠାରେ ଟ୍ରେନ ରହଣୀ ସହିତ ଲୋକମୋଟିଭ ଇଞ୍ଜିନ କାରଖାନା ପାଇଁ ଆଲୋଚନ କରି ଥିଲେ