ନବରଙ୍ଗପୁର ପୂର୍ବତନ ସାଂସଦ ନବରଙ୍ଗପୁର ଜିଲ୍ଲା ନାକଟିଗୁଡା ଗସ୍ତ କରିଥିଲେ l ସେଠାରେ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଜଗବନ୍ଧୁ ମାଝିଙ୍କ ପୁଅ ସ୍ବର୍ଗତ ପର୍ଶୁରାମ ମାଝିଙ୍କ ଦଶାହ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମା ର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ଏବଂ ଏହି ଦୁଖଃଦ ସମୟରେ ପରିବାର ବର୍ଗଙ୍କୁ ସମବେଦନା ଜଣେଇ ଥିଲେ l ଏବଂ ସେଠାକାର ଲୋକଙ୍କ ସହ ସେଠାରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ l