ପିପିଲି: ସ୍ଥାନୀୟ ଆଶ୍ରମ ପାଟଣା ବଣିଆ ସାହି ଗ୍ରାମରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୨ବାଇକ୍, ପୋଲିସର ତଦନ୍ତ ଜାରି
Pipili, Puri | Jul 22, 2025
ଗତକାଲି ରାତି ୧୨ଟାରେ ପିପିଲି ଆଶ୍ରମ ପାଟଣା ବଣିଆ ସାହି ଗ୍ରାମରେ ଆବୁଆ ପ୍ରଧାନଙ୍କ ଘରେ ନିଆଁ ଲାଗିଯାଇଛି। ପାରିବାରିକ କଳହକୁ ନେଇ ନିଆଁ ଲଗା...