ଜୁନାଗଡ: ଡୁଡକେଲ ଯାଦବ ଭବନ ଠାରେ ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ମହାଭାରତ ପରାୟଣ ପାଇଁ ପ୍ରସ୍ତୁତି ବୈଠକ ଓ ବ୍ୟାସ ବରଣ
ଆଜି 26ତାରିଖ ବୁଧବାର ଅପରାହ୍ନ 4ଟାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ବ୍ଳକ ଯାଦବ ଭବନ ଠାରେ ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ଆୟୋଜନ ରେ ମହାଭାରତ ମହାପ୍ରୟାଣ ମହାଯଜ୍ଞ ପ୍ରସ୍ତୁତି ବୈଠକ ଓ ବ୍ୟାସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଗିରିଧାରୀ ତେଜି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୭ ଗୋଟି ଆଞ୍ଚଳିକ ସମାଜ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା । ବ୍ୟାସ ପାଇଁ ସୁଦୁର ସୋନପୁର ର ପ୍ରକ୍ଷାତ ପ୍ରବଚକ ଗୋବର୍ଦ୍ଧନ ମିଶ୍ରଙ୍କୁ ମହାଭାରତ ମହାପ