କେଗାଁ ଥାନାରେ ନୂତନ ଥାନା ଅଧିକାରୀଣି ଙ୍କ ଯୋଗଦାନ ଆଜି 23ତାରିଖ ଗୁରୁବାର ଅପରାହ୍ନ 4ଟାରେ କେଗାଁ ଥାନାରେ ନୂତନ ଥାନା ଅଧିକାରିଣୀ ଙ୍କ ଯୋଗଦାନ କରିଛନ୍ତି ଆଜି କେଗାଁ ରେ ନୂତନ ଥାନା ଅଧିକାରିଣୀ ଭାବେ ସଂଗୀତା ବେକ ଯୋଗ ଦେଇଛନ୍ତି ତେବେ କେଗାଁ ଥାନାରେ ଦୀର୍ଘ ଅଢେଇ ବର୍ଷରୁ ଉର୍ଦ୍ଧ ସମୟ ହେବ ମୁକୁନ୍ଦ ନାଏକ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଏବେ ତାଙ୍କର ଅନ୍ୟତ୍ର ବଦଳି ହେଲାପରେ ଆଜି ନୂତନ ଥାନା ଅଧିକାରୀଣି ଙ୍କ ଯୋଗଦାନ ପରେ ଗୋଲାମୁଣ୍ଡା ବ୍ଲକ ପ୍ରିଣ୍ଟ ମିଡ଼ିଆ ସାମ୍ବାଦିକ ସାଙ୍ଗ ସଭାପତି ସୁଧୀର ସାହୁ ସମେତ ଅନ୍ୟ ସାମ୍ବାଦିକ ବନ୍ଧୁମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍