ଭବାନୀପାଟଣା ସହରର ମହାବୀର ପଡା ନୀବାସୀ ଅନୀଲ ଭୋଇ (71)ଙ୍କ ହୃଦଘାତରେ ଅକାଳ ବିୟୋଗ ହୋଇଯାଇଛି। ସେ ଜଣେ ଅମାୟିକ, ପରୋପକାରୀ ଓ ସ୍ନେହୀ ମଣିଷଟିଏ ଥିଲେ। ତାଙ୍କ ବିୟୋଗ ଖବର ପାଇ କନ୍ଧମାଳ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ଓଡିଶା ଗ୍ରାମୀଣ ବ୍ୟାଙ୍କର କର୍ମଚାରୀମାନଙ୍କ ସହ ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି।ତାଙ୍କ ସୁପୁତ୍ର ଅନୁଭବ ଭୋଇ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ଭୋଇ ବାଲିଗୁଡ଼ା ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ଶାଖାର ପରିଚାଳକ ଭାବେ ଅବସର ଗ୍ରହଣ କରିଥିଲେ l ଆଜି ଶୋକସଭା