ସୁକିନ୍ଦା: ଦାନଗଦି ବ୍ଲକ୍ ବିଜେଡ଼ି କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ୍ ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ଯୋଗଦେଇ, ବିଜୁ ଜନତା ଦଳର ନବନିର୍ବାଚିତ ବ୍ଲକ୍ ସଭାପତି ଗୋପାଳ କୃଷ୍ଣ ବାରିକ ଓ ଜୋନ ସ୍ତରୀୟ ଉପଦେଷ୍ଟା ଭାବେ ଚୟନିତ ବନ୍ଧୁମାନଙ୍କୁ ସମ୍ମାନିତ କରିଥିବା ସୋମବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି ।