୬୯ ତମ ଜାତୀୟ ସ୍କୁଲ କ୍ରୀଡା ପ୍ରତିଯୋଗିତାରେ ଯୁଯୋମୁରାରୁ ଅଣ୍ଡର ୧୭ ଜାତୀୟ ବର୍ଗରେ ୨ ପୁଅ ଏବଂ ୨ ଝିଅ ହକି ଖେଳାଳି ମନୋନୀତ ଝାରଖଣ୍ଡର ରାଞ୍ଚି ଠାରେ ଆସନ୍ତା ଜାନୁଆରୀ ୨୭ ତାରିଖ ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ୬୯ ତମ ଜାତୀୟ ସ୍କୁଲ କ୍ରୀଡା ପ୍ରତିଯୋଗିତାରେ ଅଣ୍ଡର ୧୭ ବର୍ଷ ବର୍ଗର ପୁଅ ଝିଅ ଓଡିଶାରୁ ମୋଟ ୪୦ ଜଣ ପ୍ରତିଯୋଗୀ ହକି ଖେଳ ପାଇଁ ଶୁକ୍ରବାର ସକାଳେ ମନୋନୀତ ହୋଇଥିବା ଜଣାପଡିଛି l ତନ୍ମମଧ୍ୟରୁ ସମ୍ବଲପୁର ଜ଼ିଲ୍ଲାରୁ ୨ ପୁଅ ଏବଂ ୨ ଝିଅ ଏହି ଜାତୀୟ ଦଳରେ ନିଜ ନାମ ସାମିଲ କରିଛନ୍ତି l ୧=ଅନୁକରଣ ଡୁଙ୍ଗ ଡୁଙ୍ଗ, ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯ