ଦେବଗଡ: ବିନ୍ଦିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ସଭା, ଯୋଗଦେଲେ ଏବିଇଓ
Debagarh, Debagarh (Deogarh) | Jul 30, 2025
ତିଲେଇବଣି ବ୍ଲକ ବିନ୍ଦିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ଦାସଙ୍କୁ ବିଦ୍ୟାଳୟ ତରଫରୁ ଆଜି ଅବସରକାଳୀନ ବିଦାୟ...