ବଲାଙ୍ଗୀର: ଚନ୍ଦନଭାଟି ପେସ୍କରେ ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ କରି ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ
Balangir, Balangir | Jul 15, 2025
ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି...