ବୀରମହାରାଜପୁର: ବିଜେପୁର କୁଲଥି ନାଳରେ ଜାଲରେ ଫସିଲା ବିରାଟକାୟ ଅଜଗର, ଉଦ୍ଧାର ବେଳେ ସାପ ଧରାଳିଙ୍କୁ ମାରିଲା ଚୋଟ
Biramaharajpur, Subarnapur (Sonepur) | Jul 13, 2025
ଜାଲରେ ପଡ଼ିଥିବା ଏକ ବିରାଟକାୟ ଅଜଗର ସାପକୁ ଧରୁଥିବା ସାପ ଧରାଳୀଙ୍କୁ ଚୋଟ ମାରିଦେଲା ଅଜଗର l ଏଭଳି ଏକ ଘଟଣା ନଜରକୁ ଆସିଛି ସୁବର୍ଣ୍ଣପୁର...