ଛତ୍ରପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନି ନିର୍ବାପକ ଯନ୍ତ୍ରରୁ ଗ୍ୟାସ୍ ଲିକ୍, ଆୟତ୍ତ କଲେ ଅଗ୍ନିଶମ ଅଧିକାରୀ
Chhatrapur, Ganjam | Jul 25, 2025
ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଆଉଟ୍ ଡୋରରେ ଅଗ୍ନି ନିର୍ବାପକ ଯନ୍ତ୍ରରୁ ଗ୍ୟାସ୍ ଲିକ୍ ହୋଇଛି। ଗ୍ଯାସ୍ ଲିକ୍ ହେବା ପରେ ଉପସ୍ଥିତ ରୋଗୀ ଓ...