ଆଜି ସୋମବାର ଦିନ ସକାଳ ଦଶ ଘଣ୍ଟା ସମୟରୁ ସଂଧ୍ୟା ପାଞ୍ଚ ଘଣ୍ଟା ସମୟ ପର୍ଯ୍ୟନ୍ତ ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ 6 ଶ୍ରେଣୀ ଛାତ୍ର ଛାତ୍ରୀ ମାନେ No bags only activities କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ନର୍ଲା ଥାନା ପରିଦର୍ଶନ କରିବା ପାଇଁ ଆସିଥିବା ସୂଚନା