ଜଗତସିଂହପୁର: ପାରାଦ୍ୱୀପ ଆଇଓସିଏଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
Jagatsinghapur, Jagatsinghpur | Jul 11, 2025
ପାରାଦ୍ଵୀପ ଆଇଓସିଏଲ ରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କ୍ଷତିପୂରଣ ଦାବିରେ ଆଇଓସିଏଲ ଫାଟକ...