ଆଠମଲ୍ଲିକ: ନା ବାଳିକା ନିଖୋଜ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳ ର ଜଣେ 14 ବର୍ଷୀୟା ନା ବାଳିକା କେଉଁ ଆଡ଼େ ନିଖୋଜ ହୋଇ
ଯାଇଥିବା ଉକ୍ତ ନା ବାକିକା ଙ୍କ ପରିବାର ପକ୍ଷରୁ ଶୁକ୍ରବାର ଦିନ ହଣ୍ଡପା ଥାନା ରେ ଅଭିଯୋଗ ହୋଇଛି l ପୋଲିସ ଉକ୍ତ ଅଭିଯୋଗ କୁ ଭିତ୍ତି କରି ନମ୍ବର 414/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ଉକ୍ତ ନା ବାଳିକା ପାଠ ପଡିବା ପାଇଁ ଆସିଥିବା ବେଳେ ଆଉ ଘର କୁ ଫେରି ନଥିଲେ l ତାଙ୍କୁ ତାଙ୍କ ପରିବାର ଲୋକ ଖୋଜା ଖୋଜି କରିବା ପରେ ନ ପାଇବା ରୁ ଥାନା ରେ ଅଭିଯୋଗ କରିଛନ୍ତି l ଏ ନେଇ ହଣ୍ଡପା ପୋଲିସ ଶନିବାର ଅପରାହ୍ନ 5 ଟା ରେ ସୂଚନା