ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଗସ୍ତ କରିଛନ୍ତି। କାକିରିଗୁମ୍ମା ଗସ୍ତ କରି କାକିରିଗୁମ୍ମାର ଡମ୍ବ ସାହି ସ୍ଥିତ ସ୍ବର୍ଗତଃ ମଇନା ଖରାଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗଦେବା ସହ ଉକ୍ତ ସାହିର ପ୍ରତ୍ୟେକ ଅସହାୟ ବ୍ୟକ୍ତିଙ୍କ ଦୁଃଖ ସୁଖ ପଚାରି ବୁଝିବା ସହ କିଛି କିଛି ଆର୍ଥିକ ସହାୟତା ଲକ୍ଷ୍ମୀପୁର ବିଧାୟ ପବିତ୍ର ସାଉନ୍ତା ପ୍ରଦାନ କରିଥିବା ଆଜି ଦିନ ୩ଟା ସମୟରେ ବିଧାୟକଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା।