ବାରିପଦା ମ୍ୟୁନିସିପାଲଟି: ମନ୍ଦିର ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ, ବାରିପଦା ସଦର ଥାନାରେ ପ୍ରେସମିଟ କରି ସୂଚନା ଦେଲେ ଅତିରିକ୍ତ ଏସପି
Baripada M, Mayurbhanj | Jul 29, 2025
ବାରିପଦା ସହର ଓ ଆଖପାଖ ଅଞ୍ଚଳର ମନ୍ଦିରରୁ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିବାରେ ବାରିପଦା ସଦର ଥାନା ପୁଲିସ ସଫଳ ହୋଇଛି। ଚୋର ଓ ଚୋରି ସାମଗ୍ରୀ...