ଛେଣ୍ଡିପଦା: ଛେଣ୍ଡିପଦାର କୋଇଲା ଖଣି ଗୁଡ଼ିକରେ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରାଥମିକତା ଦେବାକୁ ଦାବି କଲେ ଜିଲ୍ଲା ପରିଷଦ ସଭ୍ୟ
Chhendipada, Angul | Jul 14, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ଆରମ୍ଭ ହୋଇଥିବା କୋଇଲା ଖଣିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି କରିବାପାଇଁ ଛେଣ୍ଡିପଦା...