ଝାରସୁଗୁଡା: ଆନ୍ଦୋଳନରୁ ଓହରିଲେ ଗାଡ଼ି ମାଲିକ
ଆଜି ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ବ୍ରଜରାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ alps କୋଲ୍ ୱାସେରୀ ସମ୍ମୁଖରେ ଧାରଣା ରେ ବସିଥିବା ଗାଡ଼ି ଆଜି ଆନ୍ଦୋଳନରୁ ଓହରି ଯାଇଛନ୍ତି। ସୁଚନା ଅନୁଯାୟୀ ସେମାନଙ୍କୁ ଦୁଇ ଦିନ ମଧ୍ୟରେ ସମସ୍ୟା ର ସମାଧାନ ନେଇ ଆଶ୍ୱସ୍ତି ପରେ ଆଜି ସନ୍ଧ୍ୟା ୭ ଟା ସମୟରେ ଧାରଣାରୁ ଓହରି ଯାଇଛନ୍ତି ଓ ଏହା ମଧ୍ୟ କହିଛନି ଯଦି ୨୦ ତାରିଖ ମଧ୍ୟରେ ସମାଧାନ ନ ହୁଏ ତାହେଲେ ପୁଣି ଧାରଣାରେ ବସିବେ ।