କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ବାଲ୍ୟ ବିବାହ ମୁକ୍ତ ଗାଁ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣି ବୈଠକ ଅନୁଷ୍ଠିତ l
Kotpad, Koraput | Nov 30, 2025 ବାଲ୍ୟ ବିବାହ ମୁକ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣି ବୈଠକ ଅନୁଷ୍ଠିତ l ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଅପରାହ୍ନ ୨ ଟା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣି ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବ୍ଲକ ଉପଯୋକ୍ଷା, ଏବିଡ଼ିଓ, ସିଡିପିଓ, ବୈପାରୀଗୁଡା ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ଜନ ପ୍ରତିନିଧି, ବିଭିନ୍ନ ସଂଘଟନ ଏଥିରେ ଅଂଶଗ୍ରହଣ କରିଥିଲେ l ଏଥିରେ ବାଲ୍ୟ ବିବାହ ମୁକ୍ତ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ l