ଆଜି ବୁଧବାର ଅପରାହ୍ନ ଚାରି ଘଣ୍ଟା ସମୟରେ ପାଣି ମୁଣ୍ଡା ଗ୍ରାମରେ ପୋଲ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ସ୍ଥାନୀୟ ଗ୍ରାମର ବଶିଷ୍ଠ ମାଝୀ, ସୁବାସ ମାଝୀ ଝଗଡ଼ା କରୁଥିଲେ ଭାବନି ପା ଧାନ ବୁଝାସୁଝା କରିଥିଲା ଏଥିରେ ଭାବନି ଙ୍କୁ ଦୁଇ ବ୍ୟକ୍ତି ଲୁହା ରଡ଼ ଦ୍ଵାରା ଆକ୍ରମଣ କରିଥିଲେ ଏହି ଆକ୍ରମଣରେ ଭବାନୀ ଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଆଜି ରାତ୍ର ସାତ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ଭବାନୀ