ବାରିପଦା ମ୍ୟୁନିସିପାଲଟି: ବିଶ୍ୱ ବାଘ ଦିବସରେ ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବନଖଣ୍ଡର ବିଭିନ୍ନ ସ୍ଥାନରେ ଏକ ପେଡ୍ ମା' କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
Baripada M, Mayurbhanj | Jul 29, 2025
ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବନଖଣ୍ଡ ବିଶ୍ୱ ବାଘ ଦିବସକୁ ବାଘ ସଂରକ୍ଷଣ ଓ ସାମୁଦାୟିକ ସହଭାଗିତାକୁ ପ୍ରୋତ୍ସାହିତ କରି ଉତ୍ସାହର ସହ ପାଳନ...