ଲକ୍ଷ୍ମୀପୁର: ଛୋଟାଗୁଡା ନୁଆଗୁଡ଼ା ଗ୍ରାମରେ ବିବାହ କରିବାକୁ ପ୍ରେମିକ ଘର ଦାଣ୍ଡରେ ଧାରଣା ଦେଲେ ପ୍ରେମିକା, ଦଶମନ୍ତପୁର ଥାନାରେ ମାମଲା
ବିବାହ କରିବାକୁ ପ୍ରେମିକ ଘର ଦାଣ୍ଡରେ ଧାରଣା ଦେଲେ ପ୍ରେମିକା। କୋରାପୁଟ ସଦର ପୋଡାଗଡ ନିକଟ ଛୋଟାଗୁଡ଼ା ନୁଆ ଗୁଡ଼ା ଗାଁରେ ଦଶମନ୍ତପୁର ଅଞ୍ଚଳର ଯୈନିକ ଯୁବତୀ ଜଗନ୍ନାଥ ବିଷୋୟୀଙ୍କ ସାନ ପୁଅ ବିବାହ ନିମନ୍ତେ ଘର ଦାଣ୍ଡରେ ବସିଲେ ଯୁବତୀ। ଏସମ୍ପର୍କରେ ଆଜି ଦଶମନ୍ତପୁର ଥାନାରେ ମାମଲା ହୋଇଥିବା ଅପରାହ୍ନ ୪ଟା ସମୟରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି।