ମାଲକାନଗିରି: ଜିଲ୍ଲାରେ ଆସନ୍ତା ୧୮ ତାରିଖରେ ବର୍ଷା ପବନ ସହ ଘଡଘଡି ଓ ବିଜୁଳି ମାରିବାର ପୂର୍ବାନୁମାନ କରି ୟେଲୋ ୱାରନିଙ୍ଗ ଜାରି କଲା ପାଣିପାଗ ବିଭାଗ
Malkangiri, Malkangiri | Jul 16, 2025
ମାଲକାନଗିରି ଜିଲ୍ଲା ରେ ଆସନ୍ତା ୧୮ ତାରିଖରେ ବର୍ଷା ପବନ ସହ ବିଜୁଳି ଘଡଘଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ବିଭାଗ...