ଡାବୁଗାଁ: ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କଲେ ବିଧାୟକ ଓ ବିଜେଡି କର୍ମୀ
Dabugan, Nabarangpur | Jun 23, 2025
ଡାବୁଗାଁ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ସାଢେ଼ ଚାରି କୋଟି ଓଡ଼ିଆଙ୍କ ହୃଦୟ ଜିତିଥିବା ଜନ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ...