ଦୀର୍ଘ ଦିନ ଧରି ସାପ ଦୁହୁନି ଗ୍ରାମ ସ୍ଥିତ ଏକ ଦୁର୍ଗମ ଅଞ୍ଚଳରେ ୟୁରିଆ ଯୁକ୍ତ ଦେଶୀ ମଦ ପ୍ରସ୍ତୁତ କାରଖାନା ଦ୍ଵାରା ଚୋରା ଚାଲାଣ ହେଉଥିବା ବେଳେ ସୂଚନା ପାଇଁ ଆଜି ମଙ୍ଗଳବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରି ଦୁର୍ଗମ ଅଞ୍ଚଳରେ ୟୁରିଆ ଯୁକ୍ତ ବିଷାକ୍ତ ଦେଶୀ ମଦ ପ୍ରସ୍ତୁତ କାରଖାନା କୁ ଠାବ କରି ନଷ୍ଟ କରିଥିବା ସୂଚନା ମିଳିଛି