ଡୁଙ୍ଗୁରିପାଲି ହିନ୍ଦୁ ଜଗରଣ ମଞ୍ଚ ଓ ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ତୁଳସୀ ପୂଜନ ଏବଂ ବାଂଲାଦେଶ ର କୁଶପୁତଳିକା ଦାହ କରାଗଲା। ରାମମନ୍ଦିର ରେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ପ୍ରଥମେ ତୁଳସୀ ବୃକ୍ଷ କୁ ପୂଜାରଜନା କରାଯାଇଥିଲା।ତାପରେ ବିଗତ କିଛି ଦିନ ହେବ ବାଂଲାଦେଶ ରେ ହିନ୍ଦୁ ମାନଂକୁ ହତ୍ୟା ଓ ଅତ୍ୟାଚାର ଦିନକୁ ଦିନ ବଢ଼ୀ ବାରେ ଲାଗିଛି ତାର ପ୍ରତିବାଦ ରେ ଏକ ବିରାଟ ସଭାଯାତ୍ରା ରେ ସହର ପରିକ୍ରମା କରି ରାମପୁର ରୋଡ଼ ରେ ପହଂଚି ବାଂଲାଦେଶ ର କୁଶ ପୁତ୍ତଳିକା ଦାହ କରାଯାଇଲା।