ପଟ୍ଟାଙ୍ଗୀ: କୁନ୍ଦୁଲି ଲ୍ୟାମ୍ପସ ଠାରେ ଧାନମଣ୍ଡି ଉଦଘାଟିତ , ଯୋଗ ଦେଲେ ସ୍ଥାନୀୟ ବିଧାୟକ
କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକ କୁନ୍ଦୁଲି ଲ୍ୟାମ୍ପସ ଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ , ବ୍ଲକ ଚେୟାରମ୍ୟାନ ଲିଲି ଅଣ୍ଟାବେରିଆ, ପ୍ରମୁଖ ଉପସ୍ଥିତ ଥିବା ଦିନ ୧ଟେ ସମୟରେ ସୂଚନା।