ଭଟଲି: ଖରସଲ ମା ଚଉରାଶି ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ନେଇ କ୍ଯାରିୟର କାଉନସିଲିଂ ଅନୁଷ୍ଠିତ
ଖରସଲ ମା ଚଉରାଶି ହାଇସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ନେଇ କ୍ଯାରିୟର କାଉନସିଲିଂ ଅନୁଷ୍ଠିତ ଭଟଲି ବ୍ଳକ ଖରସଲ ମା ଚଉରାଶି ହାଇସ୍କୁଲ ରେ ଆଜି ସୋମବାର ଦିନ ୨ ଟାରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ କ୍ୟାରିଅର କାଉନସିଲିଂ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବୁଧିଆ ଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଭଟଲି ହେଡ ଏଣ୍ଡ ହାର୍ଟ ପବ୍ଲିକସ୍କୁଲରଅଧ୍ୟକ୍ଷ ସରୋଜ କୁମାର ସାହୁ, ସାମ୍ବାଦିକ ନରସିଂହ ଚରଣ ସାହୁ, ସିଆରସିସି ବିରେନ୍ଦ୍ର ପାଣ୍ଡେ, ସିଆରସିସି ଜୟରାଜ ନାୟକ, ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବୁଧିଆ ଉପସ୍ଥିତ ଥିଲେ।