ପାଲଲହଡା: ଝୁଲାଖୁଣ୍ଟିଆ ଗ୍ରାମରେ ମା' ମଙ୍ଗଳାଙ୍କ ବାର୍ଷିକ ପୂଜା ଅନୁଷ୍ଠିତ; ଯୋଗଦେଲେ ସ୍ଥାନୀୟ ବିଧାୟକ
ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ଝୁଲାଖୁଣ୍ଟିଆ ଗ୍ରାମର ମା ମଙ୍ଗଳାଙ୍କ ବାର୍ଷିକ ପୂଜା ଅନୁଷ୍ଟିତ ଅନୁଷ୍ଟିତ ହୋଇଥିବା ଗୁରୁବାର ସନ୍ଧ୍ୟା ୬ଟା ସମୟରେ ଜଣାପଡ଼ିଛି। ଝୁଲାଖୁଣ୍ଟିଆ ଗ୍ରାମର ମା ମଙ୍ଗଳାଙ୍କ ବାର୍ଷିକ ପୂଜାରେ ସ୍ଥାନୀୟ ପାଳଲହଡା ବିଧାୟକ ଅଶୋକ ମହାନ୍ତି ମହୋଦୟ ଯୋଗ ଦେଇ ଠାକୁରଙ୍କୁ ଦର୍ଶନ କରି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଥିଲେ ବିଧାୟକ ଶ୍ରୀଯୁକ୍ତ ମହାନ୍ତି ମହୋଦୟ।