ବରଗଡ: ଏଫଏମ କଲେଜର ଘଟଣାକୁ ନେଇ ଗାନ୍ଧୀ ଛକରେ ବିଜେପି ବିରୋଧରେ ଗର୍ଜିଲା ଜିଲ୍ଲା ଛାତ୍ର କଂଗ୍ରେସ,ଶୁଣନ୍ତୁ ପ୍ରତିକ୍ରିୟା
Bargarh, Bargarh (Baragarh) | Jul 15, 2025
ଏଫ. ଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଗାନ୍ଧି ଛକରେ ବିଜେପି ବିରୋଧରେ ଗର୍ଜିଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ | ମଙ୍ଗଳବାର...