ଜୁନାଗଡ: ନୂଆପଡା ରେ ବିଜେପି ର ବିଜୟ ପରେ ଗୋଲାମୁଣ୍ଡା ଠାରେ ବିଜେପି କର୍ମୀ ଙ୍କ ବିଜୟ ଉତ୍ସାବ ପାଳିତ
ନୂଆପଡା ରେ ବିଜେପି ର ବିଜୟ ପରେ ଗୋଲାମୁଣ୍ଡା ଠାରେ ବିଜେପି କର୍ମୀ ଙ୍କ ବିଜୟ ଉତ୍ସାବ ପାଳିତ ଆଜି 14ତାରିଖ ସନ୍ଧ୍ୟା 7ଟାରେ ନୂଆପଡା ରେ ବିଜେପି ର ବିଜୟ ପରେ ଗୋଲାମୁଣ୍ଡା ଠାରେ ବିଜେପି କର୍ମୀ ଙ୍କ ବିଜୟ ଉତ୍ସାବ ପାଳିତ କରିଛନ୍ତି ଏହି ନିର୍ବାଚନ ରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ କୁରେଶ୍ୱର ପଞ୍ଚାୟତ ଦାଇତ୍ୱ ରେ ଥିବାବେଳେ ଆଜି ବିଜେପି ବିଜୟ ଉତ୍ସବ ଗୋଲାମୁଣ୍ଡା ଠାରେ ଧୁମ ଧାମ ରେ ସମସ୍ତ କର୍ମକର୍ତା ଏକତ୍ରିତ ହୋଇ ଏକ ଡିଜେ ମାଧ୍ୟମରେ ନାଚ ଗାନ ସହିତ ରଙ୍ଗ ଖେଳି ମସଗୁଲ ଥିବା ଦେଖିବାକୁ ମିଳିଥିଲା