ବାରିପଦା ମ୍ୟୁନିସିପାଲଟି: ଶିକ୍ଷକ ବଦଳିରେ ଅନିୟମିତତା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ କଲେ ନୋଟିସ
Baripada M, Mayurbhanj | Jul 28, 2025
ମୟୁରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କର ବଦଳି ତଥା ରେସନାଲାଇଜେସନ ରୁଲରେ ବ୍ୟାପକ ହେରଫେର ହୋଇଥିବାର ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା...