ଗୋବିନ୍ଦପୁର: ବାଉଁଶଲଗା ଠାରେ ଚାଷୀଙ୍କୁ ନିମ୍ନ ମାନ ର ଧାନ ବିହନ ଯୋଗାଇବା ନେଇ ଅଭିଯୋଗ ଆଣିଲେ କ୍ଷତିଗ୍ରସ୍ତ ଚାଷୀ #jansamasya
Govindpur, Sambalpur | Jun 1, 2025
ଶ୍ରୀ ଅନ୍ନ ଯୋଜନା ରେ ବାମରା ବ୍ଲକ ଅନ୍ତର୍ଗତ ବାଉଁଶଲଗା ର କେତେକ ଚାଷୀ ମାନଙ୍କୁ ଏକ ବେସରକାରୀ ସଂସ୍ଥା ଦ୍ୱାରା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ...